Browsing Tag

nipania boat capsizes

ନିପାଣିଆ ଡଙ୍ଗା ବୁଡି ଘଟଣାକୁ ପୂରିଲା ବର୍ଷେ, ଏବେବି ସେହି କାଳରାତିକୁ ଭୁଲିପାରିନାହାଁନ୍ତି ଜଗତସିଂହପୁର ହସିଣାଗାଁ…

ପାରାଦୀପ: ଆଖିରୁ ଲୁହ ଝରି ଚାଲିଛି। କାନ୍ଦ ବୋବାଳିର ଶବ୍ଦ ଥମୁ ନାହିଁ। କିଏ ପୁଅର ଅଫେରନ୍ତା ବାଟକୁ ଚାହିଁ କାନ୍ଦୁଛି। ଆଉ କିଏ ହରାଇଥିବା ଝିଅକୁ ନେଇ ଝୁରୁଛି। ଜଗତସିଂହପୁର ମଙ୍ଗରାଜପୁର ହସିଣାଗାଁର ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଆଜିକୁ ନିପାଣିଆ ଡଙ୍ଗାବୁଡି ଘଟଣାକୁ ପୁରିଛି ବର୍ଷେ।…