ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଡିମାଣ୍ଡ; ନୀରଜ ଚୋପ୍ରାଙ୍କୁ କହିଲେ, ‘ମୁଁ ତୁମ ମା’ଙ୍କ ହାତର ଚୁର୍ମା ଖାଇବି’
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହେବାକୁ ଆଉ ବେଶୀ ଦିନ ନାହିଁ । ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଗେମ୍ସ ଖେଳାଯିବ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଖେଳାଳିମାନେ ନିଜ ନିଜ ପ୍ରସ୍ତୁତି ଶେଷ କରିବାରେ ବ୍ୟସ୍ତ ଅଛନ୍ତି । ଅଲିମ୍ପିକ୍ସ ପୂର୍ବରୁ ପ୍ରଧାନମନ୍ତ୍ରୀ…