Below header
Browsing Tag

niranjan pattanik

ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ…

କେନ୍ୟୁଜ୍(ବ୍ୟୁରୋ):ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟର ସାଂଗଠନିକ ସ୍ଥିତି ବାବଦରେ ଆଲୋଚନା ହୋଇଛି । ଆସନ୍ତା ୨୬ ତାରିଖରେ ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ବସିବ ସାଧାରଣ ସଂପାଦକ ଓ ରାଜ୍ୟ ସଭାପତିଙ୍କ ବୈଠକ । ଏଥିରେ ରାଜ୍ୟ…

ଅନଫିଟ୍ ନିରଞ୍ଜନ, ରାଜ୍ୟ କଂଗ୍ରେସରେ ପୁଣି ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ କଂଗ୍ରେସରେ ପୁଣି ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା। ବିଜେପୁର ଉପନିର୍ବାଚନ ଫଳାଫଳ ପରେ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମେଳି। ମହମ୍ମଦ ମୋକିମଙ୍କୁ ପରବର୍ତ୍ତୀ ପିସିସି ସଭାପତି କରିବା ପାଇଁ ଗୁପ୍ତ ଆଲୋଚନା ହୋଇଥିବା ସୂଚନା ମିଳିଛି।…