Browsing Tag

nirbhay caes

ନିର୍ଭୟା ମାମଲା : ମୁକେଶ ଆବେଦନର ଶୁଣାଣି ଶେଷ ହେଲା, ଆସନ୍ତାକାଲି ରାୟ ଦେବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ନିର୍ଭୟା କାଣ୍ଡର ଅନ୍ୟତମ ଦୋଷୀ ମୁକେଶ ସିଂହର ଆବେଦନ ଉପରେ ଆଜି ଶୁଣାଣି ହେବା ପରେ ସୁପ୍ରିମ୍‌ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଆଜି ଦିନ ୧୨ଟା ବେଳେ ଶୁଣାଣି ଆରମ୍ଭ ହୋଇଥିଲା ଏବଂ ଭୋଜନ ବିରତି ପରେ ରାୟ ସଂରକ୍ଷିତ ରଖି ଆସନ୍ତାକାଲି ଫଇସଲା ଜଣାଇବେ ବୋଲି ଜଣାଇଥିଲେ ।…