Below header
Browsing Tag

nirbhaya mother

କୋହାଭରା କଣ୍ଠରେ କୋର୍ଟ ବାହାରେ ନିର୍ଭୟା ମାଙ୍କ ପ୍ରତିକ୍ରିୟା, ‘ଆଇନ ଉପରୁ ଆଶା ଭରଷା ହରାଇବାକୁ ବସିଛି’।

ଦିଲ୍ଲୀ(କେନ୍ୟୁଜ୍): ନିର୍ଭୟା ପିଶାଚଙ୍କର ନୂଆ ଡେଥ ୱାରେଣ୍ଟ  ଜାରି କରିବା ଦାବିରେ ଆଜି ଅଦାଲତରେ ଶୁଣାଣି ହୋଇଥିଲା। ଅଦାଲତରେ ଅଭିଯୁକ୍ତ ପବନ କୁମାରର ଓକିଲ କହିଛନ୍ତି ପବନ ପାଖରେ କେହି ଓକିଲ ନାହାନ୍ତି। ଏହା ଉପରେ ଅଦାଲତ ଅଭିଯୁକ୍ତ ପବନ କୁମାରକୁ କାନୁନ ଅନୁଯାୟୀ ସହାୟତା କରିବା ପାଇଁ…

ନିର୍ଭୟା ମା କହିଲେ ‘ଆମ ଆଇନ୍‌ ବ୍ୟବସ୍ଥା ଏମିତି, ଯେଉଁଠି ପୀଡ଼ିତାଙ୍କ ତୁଳନାରେ ଦୋଷୀଙ୍କ କଥା ଅଧିକ ଶୁଣାଯାଏ’

ନୂଆଦିଲ୍ଲୀ : ନିଜ ଝିଅ ପ୍ରତି ହୋଇଥିବା ଗଣବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ପାଇବାକୁ ଦୀର୍ଘ ୭ ବର୍ଷ ହେଲା ଅପେକ୍ଷା କରିଛନ୍ତି ନିର୍ଭୟାର ପରିବାର ଲୋକେ । ଶେଷରେ ଯେତେବେଳେ ଚାରି ଦୋଷୀଙ୍କୁ ଜାନୁଆରୀ ୨୨ ତାରିଖରେ ଫାଶୀ ଦିଆଯିବ ବୋଲି ଘୋଷଣା ହେଲା ସେମାନଙ୍କ ମନ ଖୁସିରେ ନାଚି ଉଠିଲା ।…