Below header
Browsing Tag

no roads no votes

କାଶୀନଗର ବ୍ଲକ କେ.ସୀତୀପୁର ଗାଁଲୋକଙ୍କ ଧମକ: ଏଥର ସଡ଼କ ନିର୍ମାଣ ନହେଲେ ଭୋଟ ବର୍ଜନ

ଗଜପତି: ସଡ଼କ ନିର୍ମାଣ ନହେଲେ ଭୋଟ ବର୍ଜନ କରିବାକୁ ଧମକ। ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତୀପୁର ଗାଁ ହରିଜନ ସାହିରେ ବର୍ଷ ବର୍ଷ ଧରି ପକ୍କା ସଡ଼କଟିଏ ନାହିଁ। ସାହିରେ ୪୫୦ରୁ ଅଧିକ ଲୋକ ବାସ କରୁଛନ୍ତି। କେ. ସୀତାପୁର ବାସିନ୍ଦା ଏବେ ବି କଚ୍ଚା ସଡ଼କ ଦେଇ ଯାତାୟାତ କରୁଛନ୍ତି। କଚ୍ଚା…