Below header
Browsing Tag

not fraud

ପାରସ୍ପରିକ ସହମତିରେ ଯୌନ ସମ୍ପର୍କ ରଖିବା ପରେ ବାହା ହେବାକୁ ମନା କରିବା ପ୍ରତାରଣା ନୁହେଁ: ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ : ପାରସ୍ପରିକ ସହମତିରେ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ମହିଳାଙ୍କୁ ବିବାହ କରିବାକୁ ମନା କରିବା ପ୍ରତାରଣା ନୁହେଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଜଣେ ମହିଳାଙ୍କ ଏଫ୍ଆଇଆର୍ ଆଧାରରେ ଏକ ନିମ୍ନ ଅଦାଲତ ଜଣେ ପୁରୁଷଙ୍କୁ ସମ୍ପୃକ୍ତା ମହିଳାଙ୍କୁ ପ୍ରତାରଣା…