Browsing Tag

nuakahi

ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ, ସେପ୍ଟେମ୍ବର ୩ ତାରିଖରେ ହେବ ନବାନ୍ନ ଲାଗି

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ବାହାରିଲା ଲଗ୍ନଧାର୍ଯ୍ୟ । ଲଗ୍ନ ଧାର୍ଯ୍ୟ କଲେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ଓ ବ୍ରହ୍ମ ପଣ୍ଡିତ ମହାସଭା । ଆସନ୍ତା ସେପ୍ଟେମ୍ବର ୩ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ସକାଳ ୧୦ଟା ୫ ମିନିଟରୁ ୧୦ଟା ୨୦ ମଧ୍ୟରେ ମା ସମଲେଇଙ୍କଠାରେ ରୀତିନୀତି…