କୋଭିଡ ନିୟମରେ ସମ୍ପନ୍ନ ହେଲା ଅଜିତ ଦାସଙ୍କ ଶେଷକୃତ୍ୟ, ଦିଆଗଲା ଗାର୍ଡ ଅଫ ଅନର
ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଓଲିଉଡର ବର୍ଷୀୟାନ ଅଭିନେତା ଅଜିତ ଦାସ। କୋଭିଡ଼ ନିୟମ ଅନୁଯାୟୀ ଆଜି ତାଙ୍କର ଶେଷକୃତ୍ୟ ସତ୍ୟନଗରରେ କରାଯାଇଛି । ଏହାସହ ତାଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର ।
ସୂଚନା ଅନୁଯାୟୀ, ଗତକାଲି ୭୧ବର୍ଷ ବୟସରେ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ…