Browsing Tag

odia bhajan

ଜଗା ପ୍ରେମରେ ବନ୍ଧା ଭିନ୍ନ ଜଣେ ସାଲବେଗ ଶାମ ଚାଚା, ତାଙ୍କ ହୃଦୟରେ ବିରାଜମାନ କଳାଶ୍ରୀମୁଖ

ସାଲେପୁର(କେନ୍ଯୁଜ୍): ଏଇ ଦୁନିଆଁରେ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କ ସାମ୍ନାରେ ଆମର ମଥା ଆପେ ଆପେ ନଇଁଯାଏ। ଆଉ ସେମିତି ଏକ ମଣିଷଟିଏ ହେଉଛନ୍ତି କଟକ ଜିଲ୍ଲା କିଶୋର ନଗର ସାମନ୍ତରାପୁର ଅଞ୍ଚଳର ଏହି ଶ୍ଯାମ୍ ଚାଚା। ଖାଲି ନାଁ ନୁହେଁ ତାଙ୍କ ହୃଦୟଟି ବି ଜଗନ୍ନାଥଙ୍କ ପ୍ରେମରେ ବନ୍ଧା।…