Browsing Tag

odia doctor go to tokiyo

ଅଲମ୍ପିକ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳ ସହ ଟୋକିଓ ଯିବେ ଓଡ଼ିଆ ଡାକ୍ତର ସୁଦୀପ ଶତପଥୀ

କେନ୍ୟୁଜ୍(ବ୍ୟୁରୋ):  ଟୋକିଓ ଅଲମ୍ପିକ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳ ସହ ଯିବେ ଓଡ଼ିଆ ଡାକ୍ତର ସୁଦୀପ ଶତପଥୀ। ୧୬ ଜଣିଆ ଭାରତୀୟ ପୁରୁଷ ହକି ଟିମ୍‌ ସହ ସେ ଟୋକିଓ ଯିବେ। ଜାତୀୟ ପୁରୁଷ ହକି ଦଳରେ ସ୍ପୋର୍ଟସ ଆଣ୍ଡ ଏକ୍ସସରସାଇଜ ମେଡିକାଲ ଡାକ୍ତର ଭାବେ ଡାକ୍ତର ସୁଦୀପ ଶତପଥୀ ଗସ୍ତ କରିବେ।…