Below header
Browsing Tag

odia labour

ଟନେଲ ତଳେ ଫସିରହିଛନ୍ତି ୫ ଓଡ଼ିଆ ଶ୍ରମିକ, ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ଟନେଲ୍ ଧ୍ବଂସାବଶେଷ ତଳେ ଫସିଥିବା ଶ୍ରମିକଙ୍କ ଭିତରେ ଅଛନ୍ତି ଓଡ଼ିଶାର ୫ଜଣ। ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୩ଜଣ, ନବରଙ୍ଗପୁର ଜଣେ ଓ ଅନ୍ୟ ଜଣେ ଶଙ୍କର୍ଷଣପୁରର। ଆଶା ଆଶଙ୍କାରେ ଅଛନ୍ତି ୫ ଓଡ଼ିଆଙ୍କ ପରିବାର ଲୋକ । ସୁରକ୍ଷିତ ଉଦ୍ଧାରକୁ ଅନାଇ ବସିଛନ୍ତି ।…

ଆପଣମାନଙ୍କ ସହାୟତାକୁ ଅପେକ୍ଷା ନକରି ଆରପାରିକୁ ଚାଲିଗଲେ ସରୋଜ

ବେଙ୍ଗାଲୁରୁ (କେନ୍ୟୁଜ୍‌) : ଶେଷରେ ପରପାରିକୁ ଚାଲିଗଲେ ସରୋଜ । ତାଙ୍କ ପାଇଁ ଆମେ ଆପଣମାନଙ୍କ ଠାରୁ ସହାୟତା ଲୋଡ଼ିଥିଲୁ । ପେଟ ପାଟଣା ପାଇଁ ବେଙ୍ଗାଲୁରୁ ଆସିଥିବା ଓଡ଼ିଆ ଶ୍ରମିକ ହେଉଛନ୍ତି ସରୋଜ ରାଉଳ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ବରୁଣାଇ ଗାଁର ବାସିନ୍ଦା । ପ୍ରାୟ ୧୦…

ସୁରତ୍‌ରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଧରାକୋଟର ଯୁବକ କୋଭିଡ୍‌ରେ ମରିଥିବା ସୂଚନା

ଭଞ୍ଜନଗର (କେ ନ୍ୟୁଜ୍‌) : ସୁରତ୍‌ରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ଇଏ କିନ୍ତୁ କୋଭିଡ୍‌-୧୯ରେ ମରିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଝରପାରି ପଞ୍ଚାୟତ ବାଦୁଳା ଗ୍ରାମର କୃଷ୍ଣଚନ୍ଦ୍ର ବିଷୋୟୀ । ଏହି ୨୭ ବର୍ଷ ବୟସ୍କ ଯୁବକ ସୁରତ୍‌ରେ ଏକ ସୂତା…

ସୁରଟ୍‌ରେ ଅଙ୍ଗଦାନ କଲେ ଆଉ ଜଣେ ଓଡ଼ିଆ, ଶ୍ରମିକ ବିପିନ ପ୍ରଧାନଙ୍କ ପରିବାରକୁ ସମସ୍ତଙ୍କ ପ୍ରଶଂସା

ଭଞ୍ଜନଗର (କେ ନ୍ୟୁଜ୍‌) : ଗୁଜରାଟର ସୁରଟ୍‌ରେ ଅଙ୍ଗଦାନ କଲେ ଆଉ ଜଣେ ଓଡ଼ିଆ ।  ଅସୁସ୍ଥ ହୋଇ ସେ ଗତ ୯ ତାରିଖ ଦିନ ସେଠାରେ ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଦୁଇ ଦିନ ଧରି ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖାଯାଇ ନଥିଲା ଏବଂ ଡାକ୍ତର…

ଦିଲ୍ଲୀ ଫେରିଲେ ଦୁବାଇରେ ଫସି ରହିଥିବା ୧୦ଜଣ ଓଡ଼ିଆ ଶ୍ରମିକ

ଭୁବନେଶ୍ବର : ଦିଲ୍ଲୀ ଫେରିଲେ ଦୁବାଇରେ ଫସି ରହିଥିବା ୧୦ଜଣ ଓଡ଼ିଆ ଶ୍ରମିକ । ଖଲିକୋଟ, ଖୋର୍ଦ୍ଧା ଓ ନୟାଗଡ ଅଞ୍ଚଳର ଏହି ଶ୍ରମିକମାନେ ଗତ ୧ବର୍ଷ ହେଲା ଦୁବାଇରେ ଫସିରହିଥିଲେ । ତେବେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏମାନେ ଉଦ୍ଧାର ହୋଇପାରିଛନ୍ତି ।…