ସାଉଦି ଆରବରୁ ଫେରିଲେ ଅଟକି ରହିଥିବା ୩ ଓଡ଼ିଆ, ସମସ୍ତେ ଯାଜପୁର ବାସିନ୍ଦା
କେନ୍ଯୁଜ୍: ସାଉଦି ଆରବରୁ ଫେରିଲେ ୩ ଓଡ଼ିଆ । ସାଉଦି ଆରବରେ ଅଟକି ରହିଥିବା ୫ ଓଡ଼ିଆଙ୍କ ମଧ୍ୟରୁ ୩ଜଣ ଓଡ଼ିଶା ଫେରୁଛନ୍ତି । ସେମାନଙ୍କ ନାଁ ସେକ୍ ଅବୁଖଲିକ୍, ସେକ୍ ନୌଶାଦ ଆଲମ୍ ଓ ସେକ୍ ସଲମାନ୍ । ସମସ୍ତେ ଯାଜପୁର ବାସିନ୍ଦା ।
ଏମାନଙ୍କୁ ସାଉଦି ଆରବରେ ଏକ କମ୍ପାନୀରେ କାମ…