ସାଉଦି ଆରବରୁ ଫେରିଲେ ଅଟକି ରହିଥିବା ୩ ଓଡ଼ିଆ, ସମସ୍ତେ ଯାଜପୁର ବାସିନ୍ଦା

କେନ୍ଯୁଜ୍: ସାଉଦି ଆରବରୁ ଫେରିଲେ ୩ ଓଡ଼ିଆ । ସାଉଦି ଆରବରେ ଅଟକି ରହିଥିବା ୫ ଓଡ଼ିଆଙ୍କ ମଧ୍ୟରୁ ୩ଜଣ ଓଡ଼ିଶା ଫେରୁଛନ୍ତି । ସେମାନଙ୍କ ନାଁ ସେକ୍‌ ଅବୁଖଲିକ୍‌, ସେକ୍‌ ନୌଶାଦ ଆଲମ୍‌ ଓ ସେକ୍‌ ସଲମାନ୍‌ । ସମସ୍ତେ ଯାଜପୁର ବାସିନ୍ଦା ।

ଏମାନଙ୍କୁ ସାଉଦି ଆରବରେ ଏକ କମ୍ପାନୀରେ କାମ କରୁଥିଲେ । ହେଲେ ସେଠାରେ ତାଙ୍କୁ ବିଭିନ୍ନ ଅତ୍ୟାଚାର କରୁଥିଲେ । ଘରେ ବନ୍ଦୀ କରି ରଖିଥିଲେ । ବାହାରିନ୍‌ ଓଡ଼ିଆ ସମାଜର ଅଧ୍ୟକ୍ଷ ଅରୁଣ କୁମାର ପ୍ରହରାଜଙ୍କ ପ୍ରଚେଷ୍ଟାରେ ସେମାନେ ଓଡ଼ିଶା ଫେରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.