ସମ୍ବାଇ ସୀମାନ୍ତରେ ଆନ୍ଧ୍ର ଓ ଓଡିଶାର ପ୍ରଶାସନିକ ଅଧିକାରୀ, ଆନ୍ତରାଜ୍ୟ ସୀମା ବିବାଦର ସମାଧାନ ନେଇ ତହସିଲସ୍ତରୀୟ…
କୋରାପୁଟ: ସୀମାନ୍ତରେ ଶାନ୍ତି ଓ ସୌହାର୍ଯ୍ୟ ବଜାଇ ରଖିବାନେଇ ତହସିଲସ୍ତରୀୟ ବୈଠକ । ସମ୍ବାଇ ସୀମାନ୍ତରେ ଏକାଠି ହୋଇଛନ୍ତି ଆନ୍ଧ୍ର ଓ ଓଡିଶାର ପ୍ରଶାସନିକ ଅଧିକାରୀ । ଆନ୍ତରାଜ୍ୟ ସୀମା ବିବାଦର ସମାଧାନ ନେଇ ସୀମାନ୍ତରେ ଏକାଠି ହୋଇଛନ୍ତି ଉଭୟ ରାଜ୍ୟର ତହସିଲଦାର । ଆନ୍ଧ୍ରର ଡୁମୁରିଗୁଡା ଓ…