Below header
Browsing Tag

odisha cm

ସାମ୍ବାଦିକଙ୍କ ପାଇଁ ନବୀନ ସରକାରଙ୍କ ବଡ଼ ଘୋଷଣା, କରୋନାରେ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା

ସାରା ଦେଶ ଏବେ କରୋନା ସହ ଲଢ଼ୁଥିବା ବେଳେ ଲୋକଙ୍କ ନିକଟରେ ପ୍ରତି ମୁହୂର୍ତ୍ତର ଖବର ପହଞ୍ଚାଉଛନ୍ତି ସାମ୍ବାଦିକ। ନିଜ ଜୀବନକୁ ବିପଦରେ ପକାଇ ସେମାନେ ଦିନରାତି ବାହାରେ ଖଟୁଛନ୍ତି। ସାମ୍ବାଦିକଙ୍କ ଏହି ନିଷ୍ଠାକୁ ଦେଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି।…

ଆଜି ରାଜ୍ୟର ସମସ୍ତ ୬୭୯୮ ଜଣ ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟର ସରପଞ୍ଚମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ୬୭୯୮ ଜଣ ସରପଞ୍ଚଙ୍କ ସହ କଥା ହେବେ । କରୋନା ମୁକାବିଲା ନେଇ ସରପଞ୍ଚମାନଙ୍କ ସହ ଆଲୋଚନା କରିପାରନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ…

କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା, ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦ କୋଟି…

ଭୁବନେଶ୍ବର: କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ସହରାଞ୍ଚଳରେ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ଦ୍ୱାରା ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ । ଚଳିତ ଏପ୍ରିଲ ମାସରୁ ଆରମ୍ଭ ହୋଇ ଏହା ଆଗାମୀ ସେପ୍ଟେମ୍ବର ମାସ…

ଓଡ଼ିଆ ନବ ବର୍ଷରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ: କହିଲେ କରୋନା ମୁକାବିଲା ପାଇଁ ମହାପ୍ରଭୁ ଶକ୍ତି ଦିଅନ୍ତୁ,…

ଭୁବନେଶ୍ବର: ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ । ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ…

କରୋନା ଲଢ଼େଇରେ ହଜାର ହଜାର ପୋଲିସ କର୍ମଚାରୀଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, ଥରେ…

ଭୁବନେଶ୍ୱର: କରୋନା ଲଢ଼େଇରେ ହଜାର ହଜାର ପୋଲିସ କର୍ମଚାରୀ ବ୍ୟକ୍ତିଗତ ଓ ପାରିବାରିକ ବଳିଦାନ ଦେଉଛନ୍ତି । ଘରେ ରହି ଏବଂ ସାମାଜିକ ଦୂରତା ବଜାୟର ରଖି ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ଏନେଇ ଏକ ଭିଡ଼ିଓ ଜାରି ହୋଇଛି । ଥରେ ଦେଖନ୍ତୁ ଏହି ଭିଡ଼ିଓ…

କରୋନା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଦେଇଛନ୍ତି ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । କଣ୍ଟେନ୍‌ମେଣ୍ଟ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ । ସେହି ଅଞ୍ଚଳରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ପ୍ରଶାସନକୁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ…

ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, କହିଲେ ବିଶ୍ୱରେ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏକ…

ଭୁବନେଶ୍ବର(କେନ୍ୟୁଜ୍): ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ ଓଡିଶା ଏକ ମାଇଲଖୁଣ୍ଟ । ବିଶ୍ୱରେ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏକ ଉଦାହରଣ । ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ଉଦ୍‌ବୋଧନ ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୃଢ଼ ସଙ୍କଳ୍ପ ଓ ଏକତା ପାଇଁ…

ପଞ୍ଚମ ପାଳିର ସରକାରରେ ଆକ୍ଟିଭ୍‌ ମୁଡ୍‌ରେ ନବୀନ, ଦୁର୍ନୀତି ବିରୋଧରେ ନେଉଛନ୍ତି କଡା ଅଭିମୁଖ୍ୟ

ଭୁବନେଶ୍ବର(କେନ୍ୟୁଜ୍): ଦୁର୍ନୀତି ବିକାଶର ବଡ଼ ପ୍ରତିବନ୍ଧକ । ଦୁର୍ନୀତି ବିରୋଧରେ ପଞ୍ଚମ ପାଳିର ସରକାରରେ କଠୋର ପଦକ୍ଷେପ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଶୁକ୍ରବାର ୧୬ ଜଣ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି । ଏକ ମାସ ମଧ୍ୟରେ ବହିଷ୍କୃତ ହୋଇଛନ୍ତି ୩୭ ଜଣ । ଆଗକୁ ଦୁର୍ନୀତି ଅଭିଯୋଗ ଥିବା…

ନିଜ ନିଜ ବିଭାଗର ରିପୋର୍ଟ ପ୍ରଦାନ କଲେ ମନ୍ତ୍ରୀ, ୭ ତାରିଖ ସୁଦ୍ଧା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ

ଗତ ମାସକର ବିଭାଗୀୟ ରିପୋର୍ଟ ପ୍ରଦାନ ଆରମ୍ଭ କରିଛନ୍ତି ମନ୍ତ୍ରୀମାନେ। ଜୁଲାଇ ୭ ତାରିଖ ସୁଦ୍ଧା ରିପୋର୍ଟ ଦେବା ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗର ରିପୋର୍ଟ ପ୍ରଦାନ କରିଛନ୍ତି। ଆଜି ପର୍ଯ୍ୟଟନ ମନ୍ତ୍ରୀ ନିଜ ବିଭାଗର ରିପୋର୍ଟ…