Browsing Tag

Odisha Govt Calls For Meeting With Cuttack Puja Committees

ପୂଜା କଟକଣା ବିବାଦ ନେଇ ବୈଠକ ଡାକିଲେ ରାଜ୍ୟ ସରକାର

ଭୁବନେଶ୍ୱର(କେନ୍ୟୁଜ୍‌) : ପୂଜା କଟକଣା ବିବାଦ ପ୍ରସଙ୍ଗରେ କାଲି ବୈଠକ ଡାକିଛନ୍ତି ସରକାର । କଟକ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ବୈଠକକୁ ଆମନ୍ତ୍ରଣ କରାଯାଇଛି । ଏଥିରେ ୭ଜଣ ସଦସ୍ୟ ଯୋଗ ଦେବେ । ବୈଠକରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ରହିବେ ।…