Browsing Tag

odisha gramya bank

ଆହୁରି ସଶକ୍ତ ହେବେ ମିଶନ ଶକ୍ତି ଗୋଷ୍ଠୀ, ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକଣରେ ଭାଗୀଦାର ହୋଇ ଓଡିଶାର ରୂପାନ୍ତରରେ ସାମିଲ ହେବା ପାଇଁ ବ୍ୟାଙ୍କର୍ସ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ। ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢାଇଛି ଓଡିଶା…

ରାସୋଳ ଓଡିଶା ଗ୍ରାମ୍ୟରୁ ମାରଣାସ୍ତ୍ର ଦେଖାଇ ସୁନା ଟଙ୍କା ଲୁଟ୍‌ ଘଟଣା, ଆଉ ୯ଜଣଙ୍କୁ ଗିରଫ କଲା ପୋଲିସ୍

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ରାସୋଳ ଥାନା ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟରୁ ମାରଣାସ୍ତ୍ର ଦେଖାଇ ସୁନା ଟଙ୍କା ଲୁଟ୍‌ ଘଟଣା। ଗୋବିନ୍ଦପୁର ଅଞ୍ଚଳରୁ ଜଣେ ଡକାୟତ ସହ ଜଣେ ସହଯୋଗୀକୁ ଅଟକ ରଖି ପଚରାଉଚରା କରିବା ପରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ୍। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ସହଯୋଗୀ…

ଢେଙ୍କାନାଳ: ରାସୋଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି, ଲୁଟିନେଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗହଣା  

ଢେଙ୍କାନାଳ(କେନ୍ୟୁଜ୍):ବ୍ୟାଙ୍କରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟ୍‌ । ଢେଙ୍କାନାଳ ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି । ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା, ସୁନା, ହାର୍ଡଡିସ୍କ । ଚାରିଜଣ ଯୁବକ ଦୁଇଟି ମୋଟର ସାଇକେଲରେ ଆସି ଡକାୟତି…

ଲକଡାଉନ୍‌ ଯୋଗୁ ଗାଁରେ ପହଞ୍ଚୁଛି ଏଟିଏମ୍‌ ସେବା, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ବ୍ୟବସ୍ଥା

କେନ୍ୟୁଜ ବ୍ୟୁରୋ : ଗାଁରେ ପହଞ୍ଚୁଛି ଏଟିଏମ୍‌ ସେବା । ଟଙ୍କା ଦେବା ପାଇଁ ବ୍ୟାଙ୍କ କର୍ମଚାରୀ ମେସିନ୍‌ ଧରି ପହଞ୍ଚୁଛନ୍ତି ଗାଁରେ । ସହରକୁ ଟଙ୍କା ପାଇଁ ଯାଇପାରୁନଥିବା ଗାଁଲୋକ ହାତ ପାହାନ୍ତାରେ ସେବା ପାଇପାରୁଛନ୍ତି । କିଏ ଗ୍ୟାସ୍‌ ସବସିଡ଼ି ଟଙ୍କା ନେଉଛି ତ, ଆଉ କାହାକୁ ଗରିବ କଲ୍ୟାଣ…