ଆଜି ହାଇଦ୍ରାବାଦ୍ରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ୩୦ରୁ ଅଧିକ…
କେନ୍ୟୁଜ୍: ହାଇଦ୍ରାବାଦ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରହିଛି ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍। ଏହି ସମ୍ମିଳନୀ ଅବସରରେ ଟପ୍ ବିଜନେସ ଲିଡରଙ୍କ ସହ ୱାନ ଟୁ ୱାନ ସାକ୍ଷାତ କର୍ଯ୍ୟକ୍ରମ ରହିଛି। ୩୦ରୁ ଅଧିକ ଇଣ୍ଡଷ୍ଟ୍ରି କ୍ୟାପ୍ଟେନ ନବୀନଙ୍କୁ ଭେଟିବେ। ପ୍ରାଇସ ୱାଟର ହାଉସ୍…