Below header
Browsing Tag

odisha samaj

କିସରେ ପାଳିତ ହେଲା ଗୋପବନ୍ଧୁଙ୍କ ୧୪୬ତମ ଜୟନ୍ତୀ, ଯୋଗଦେଲେ ‘ସମାଜ’ର ସମ୍ପାଦକ

କେନ୍ୟୁଜ୍(ବ୍ୟୁରୋ): କିସରେ ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କିସ୍ ସ୍ଥିତ ଗୋପବନ୍ଧୁ ଚେୟାର ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଓଡ଼ିଆ ସାମ୍ବାଦିକତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ…

ବାହାରିନ୍‌ ଭାରତୀୟ ଦୂତାବାସ ପକ୍ଷରୁ ଅନୁଷ୍ଠିତ ହେଲା ଇଣ୍ଡିଆନ୍‌ କମ୍ୟୁନିଟି ରିଲିଫ ଫଣ୍ଡ କାର୍ଯ୍ୟକ୍ରମ ସ୍ପେକ୍ଟ୍ରା…

କେନ୍ୟୁଜ୍(ବ୍ୟୁରୋ):  ବାହାରିନ୍‌ ଭାରତୀୟ ଦୂତାବାସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଇଣ୍ଡିଆନ୍‌ କମ୍ୟୁନିଟି ରିଲିଫ ଫଣ୍ଡ କାର୍ଯ୍ୟକ୍ରମ ସ୍ପେକ୍ଟ୍ରା ୨୦୧୯ । ୧୩ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ। ଏଥିରେ ଭାଗ ନେଇଥିବା ବାହାରିନ ଓଡ଼ିଆ ସମଜାର ଷ୍ଟଲ ଶ୍ରେଷ୍ଠ ବିବେଚିତ ହୋଇଛି।…