Below header
Browsing Tag

Odisha temperature

୧୮ରୁ ରାଜ୍ଯରେ ଆହୁରି ବଢିବ ଶୀତ ! ଆସନ୍ତାକାଲି କିଛି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ଏବେ କମିଛି ଶୀତ। ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ…

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଆସନ୍ତା ୨୦ ଯାଏ ମିଳିବନି ନିସ୍ତାର, ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା…

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଗତକାଲି ୮ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଭ୍ୟନ୍ତରୀଣ…

ରାଜ୍ୟରେ ବଢୁଛି ତାତି: ଟିଟିଲାଗଡ଼ ଓ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ, ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର: ଡେଉଁଛି ପାରଦ । ବଢୁଛି ତାତି । ରାଜ୍ୟରେ ଅସହ୍ୟ ହେଲାଣି ଗରମ । ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଟିଟିଲାଗଡ଼ ସହ ତତଲାଗଡ଼ ପାଲଟିଛି ଭୁବନେଶ୍ୱର ସହର । ଗତକାଲି ଏହି ଦୁଇ ସହରରେ ସର୍ବାଧିକ ତାପମାତ୍ରା ୪୧ ଦଶମିକ ୫ ଡିଗ୍ରୀ ସେଲସୟିସ୍‌ ରେକର୍ଡ…

ରାଜ୍ୟରେ ବଢୁଛି ତାତି: ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ, ତତଲାଗଡ଼ ପାଲଟିଛି ଟିଟିଲାଗଡ଼

ଭୁବନେଶ୍ବର: ଡେଉଁଛି ପାରଦ । ବଢୁଛି ତାତି । ରାଜ୍ୟରେ ଅସହ୍ୟ ହେଲାଣି ଗରମ । ବର୍ତ୍ତମାନ ସୁଦ୍ଧା ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ତତଲାଗଡ଼ ପାଲଟିଛି ଟିଟିଲାଗଡ଼ । ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦ୍ୱିତୀୟ…

୨୧ଶହ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ : ରିପୋର୍ଟ

ଭୁବନେଶ୍ବର: ୨୧ଶହ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ । ଜଳବାୟୁ ପରିବର୍ତ୍ତନ ଓ ଅତ୍ୟଧିକ ଗରମ ଯୋଗୁଁ ପ୍ରତିବର୍ଷ ଓଡ଼ିଶାରେ ୪୨ହଜାର ଲୋକ ମୃତ୍ୟୁ ମୁଖରେ ପଡିବେ । ଏଭଳି ରିପୋର୍ଟ ଦେଇଛି ଟାଟା ସେଣ୍ଟର ଫର ଡେଭଲପମେଣ୍ଟ ଆଟ୍‌ ଚିକାଗୋ । ରିପୋର୍ଟ ଅନୁସାରେ ବର୍ତ୍ତମାନ…