Browsing Tag

odisha voting

୨୦୨୪ ନିର୍ବାଚନ ଜିତି ପିପିଲି ମହାରଥୀ ହେବାକୁ ପ୍ରସ୍ତୁତ ତିନି ଦଳର ଯୋଦ୍ଧା ରୁଦ୍ର- ଆଶ୍ରିତ- ଜ୍ଞାନ

ପିପିଲି(କେନ୍ୟୁଜ) : ବଢୁଛି ପିପିଲି ପାରା । ପ୍ରଚାରରେ କମ୍ପୁଛି ଗଳି କନ୍ଦି ପିପିଲି ନିର୍ବାଚନମଣ୍ଡଳୀ । ମହାରଥୀ ପରିବାରର ଗଡ଼। ସ୍ୱର୍ଗତ ପ୍ରଦୀପ ମହାରଥୀ ଏଠାରୁ ୭ ଥରର ବିଧାୟକ। ୧୯୮୫ରୁ ୧୯୯୫ ଯାଏ ଜନତା ଦଳରୁ ବିଧାୟକ ହୋଇଥିଲେ । ଏହା ପରେ ୨୦୦୦ ମସିହାରୁ ଜୀବନର ଶେଷ ନିଶ୍ୱାସ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ: ଗଣତନ୍ତ୍ର ମହାପର୍ବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ।  ମତାଧିକାର ସାବ୍ୟସ୍ତ କରି ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛିବେ ଭୋଟର ।  ଏଥିଲାଗି ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ ।  ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ…

ନିର୍ବାଚନୀ ହାଲଚାଲ: ଜାଣନ୍ତୁ ବିଭିନ୍ନ ସ୍ଥାନରେ କେମିତି ଚାଲିଛି ମତଦାନ

(କେନ୍ଯୁଜ୍): ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ । ୩୦ଟି ଜିଲ୍ଲାର ୧ ହଜାର ୬୬୯ ଗ୍ରାମପଂଚାୟତରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି , ଯେଉଁଥିରେ ପ୍ରାୟ ୬୮ ଲକ୍ଷ ଲୋକ ଭୋଟ ଦେବେ । ୨ଶହ ଜିଲ୍ଲାପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ଏଥର ପ୍ରତିଦ୍ୱନ୍ଦିତା…

ନଭେମ୍ବର ୩ରେ ଉପନିର୍ବାଚନ: ୨ଟି ବିଧାନସଭା ଆସନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ୨ଟି ବିଧାନସଭାର ଉପନିର୍ବାଚନ ପାଇଁ ତାରିଖ ଘୋଷଣା। ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ମତଦାନ ହେବ। ଅକ୍ଟୋବର ୯ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି ଅକ୍ଟୋବର ୧୬ ତାରିଖ। ଅକ୍ଟୋବର ୧୯…