ରଣଜୀ ଟ୍ରଫି : ରାଜେଶଙ୍କ ୧୧୦କୁ ଋତୁରାଜଙ୍କ ୧୧୦, ଓଡ଼ିଶା ଠାରୁ ୭୪ ରନ୍ ପଛରେ ଅଛି ମହାରାଷ୍ଟ୍ର
ଭୁବନେଶ୍ୱର (କେ ନ୍ୟୁଜ୍) : ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍ରେ ଓଡ଼ିଶା ପ୍ରଥମ ଇନିଂସ୍ ୨୯୩ ରନ୍ରେ ଶେଷ ହୋଇଛି । ଜବାବରେ ମହାରାଷ୍ଟ୍ର ଟିମ୍ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ କରିଛି ୨୧୯ ରନ୍ । ଋତୁରାଜ…