Below header
Browsing Tag

oil tanker accident

ବୋଲଗଡ଼ ବନ୍ଧ ଛକ ଠାରେ ଘର ଉପରକୁ ଚଢିଗଲା ତେଲ ଟ୍ଯାଙ୍କର, ଅଳ୍ପକେ ବର୍ତ୍ତିଗଲେ ଘରଲୋକ

ବେଗୁନିଆ(କେନ୍ୟୁଜ୍‌) : ବୋଲଗଡ଼ ବନ୍ଧ ଛକ ଠାରେ ଘର ଉପରକୁ ଚଢିଗଲା ତେଲ ଟ୍ଯାଙ୍କର । ଅଳ୍ପକେ ବର୍ତ୍ତିଗଲେ ଘରଲୋକ । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ନୟାଗଡରୁ ଭୁବନେଶ୍ଵର ଯାଉଥିବା ଏକ ତେଲ ଟ୍ଯାଙ୍କର ଆଜି ଭୋରୁ ଭୋରୁ ଭାରସାମ୍ୟ ହରାଇ ବୋଲଗଡ ବନ୍ଧ ଛକଠାରେ ରାସ୍ତା କଡରେ ଥିବା ବାମନ…

ଓଲଟିପଡିଥିବା ଗାଡିରୁ ତେଲ ଚୋରି କରିବା ପଡିଲା ମହଙ୍ଗା; ବାସନରେ ତେଲ ଭରିବା ବେଳେ ଫାଟିଲା ଟାଙ୍କି, ଉଡିଲା କଙ୍କାଳ

ମଧ୍ୟପ୍ରଦେଶ ଖରଗୋନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରତ ପେଟ୍ରୋଲିୟମ ଡିଜେଲ ବୋଝେଇ ଗାଡି ଓଲଟି ପଡିବାରୁ ତେଲ ଚୋରି କରୁଥିଲେ ଲୋକେ। ଏହି ସମୟରେ ହଠାତ୍‌ ଟାଙ୍କିଟି ଫାଟିଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ଅନୁଯାୟୀ,…

ଓଲଟି ପଡ଼ିଲା ୧୨ ହଜାର ଲିଟର ଖାଇବା ତେଲ ବୋଝେଇ ଟ୍ୟାଙ୍କର; ଡବା ଓ ବାସନରେ ବୋହି ନେଇଗଲେ ଲୋକେ

ମହାରାଷ୍ଟ୍ରରେ ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଶନିବାର ଏକ ଖାଦ୍ୟ ତୈଳ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଥିଲା, ଯଦ୍ଦ୍ଵାରା ରାସ୍ତାରେ ପାଖାପାଖି ୩ ଘଣ୍ଟା କାଳ ଯାତାୟାତ ହୋଇପାରି ନ ଥିଲା। ଶନିବାର ଘଟିଥିବା ଏହି ଦୁର୍ଘଟଣା ବିଷୟରେ ପୋଲିସ ରବିବାର ସୂଚନା ଦେଇଛି। ପୋଲିସ କହିଛି ଯେ…

୬୦ ନମ୍ବର ଜାତୀୟ ରାଜପଥରେ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ମା’-ଝିଅଙ୍କ ମୃତ୍ୟୁ

ବାଲେଶ୍ୱର(କେନ୍ୟୁଜ୍‌) : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ଟ୍ୟାଙ୍କର ଦୁର୍ଘଟଣାରେ ମା’-ଝିଅଙ୍କର ମୃତ୍ୟୁ ଘଟିଛି । ଟ୍ୟାଙ୍କରଟି ଦୃତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା । ଏହି ସମୟରେ ରାସ୍ତାରେ ଯାଉଥିବା…

ଭାରସାମ୍ୟ ହରାଇ ହୋଟେଲ ଭିତରକୁ ପଶିଗଲା ତେଲ ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

କରଞ୍ଜିଆ: ହୋଟେଲ ଭିତରକୁ ପଶିଗଲା ଟ୍ୟାଙ୍କର। ଅଲ୍ପକେ ବର୍ତ୍ତିଲେ ହୋଟେଲ କର୍ମଚାରୀ। ୪୯ ନମ୍ବର ଜାତୀୟ ରାଜପଥ ପଦ୍ମପୁରଠାରେ ଥିବା କନକ ରେସିଡେନ୍‌ସିରେ ପଶିଗଲା ରିଲାଏନ୍ସ ତେଲ ଟ୍ୟାଙ୍କର। ଗାଡିଟି ଯାଉଥିବାବେଳେ ଭାରସାମ୍ୟ ହରାଇ ହୋଟେଲ ଭିତରକୁ ପଶିଯାଇଥିଲା। ତେବେ ଏନେଇ ଖବର ପାଇ…