Browsing Tag

oils

ନାଭିରେ ୪ ରୁ ୫ ବୁନ୍ଦା ପକାନ୍ତୁ ଏହି ସବୁ ତେଲ, ଗଭୀର ଶାରୀରିକ ସମସ୍ୟାରୁ ପାଇବେ ମୁକ୍ତି

ବହୁ ଚେଷ୍ଟା କଲା ପରେ ମଧ୍ୟ ମୁଖବ୍ରଣ ପରି ସମସ୍ୟା ମାନଙ୍କର ସମାଧାନ ହୋଇପାରିନଥାଏ । ଏହା ସହ କେଶ ସମସ୍ୟା ଆଜିକାଲିର ଆଉ ଏକ ପ୍ରମୁଖ ସମସ୍ୟା ପାଲଟିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସବୁ ସମସ୍ୟା ପେଟ ସହ ସିଧାସଳଖ ଜଡିତ । ପେଟ ଗଡବଡ ଲାଗି ରହିଲେ ବ୍ରଣ ଓ କେଶ ଉପୁଡିବା ପରି ସମସ୍ୟା ମାନ…