ହେଲଦି ସ୍କାଲ୍ପ ପାଇଁ ଆପଣାନ୍ତୁ ଘରୋଇ ଉପାୟ,ମଜବୁତ୍ ହେବ କେଶ
ତ୍ୱଚା ଏବଂ ଶରୀରର ଯତ୍ନ ନେବା ଭଳି ସ୍କାଲ୍ପର ଯତ୍ନ ନେବା ମଧ୍ୟ ଆବଶ୍ୟକ ହୋଇଥାଏ । କେଶ ଲମ୍ବା ହେବା, ମଜବୁତ୍ ହେବା, ଶାଇନ କରିବାରେ ସ୍କାଲ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଶୁଷ୍କ ଏବଂ ରୁକ୍ଷ ସ୍କାଲ୍ପ କେଶରେ ରୂପି ସମସ୍ୟା ସୃଷ୍ଟି କରେ ଏହା ସହିତ କେଶକୁ ସୁସ୍ଥ ହେବାରୁ…