Browsing Tag

old woman raped

ଦିଲ୍ଲୀରେ ଚାଞ୍ଚଲ୍ୟ: ଜେଜେମା’ ବୟସର ବୃଦ୍ଧାଙ୍କୁ ବି ଛାଡିଲେନି ଯବୁକ, ଦୁଷ୍କର୍ମ କରି ହେଲେ ଗିରଫ

ରାଜଧାନୀ ଦିଲ୍ଲୀର ଛୱଲାର ନଜାଫଗଡ ଅଞ୍ଚଳରେ ଜଣେ ୯୦ବର୍ଷିୟ ମହିଳାଙ୍କୁ ବଳତ୍କାର କରାଯାଇଥିବା ଘଟଣାସାମ୍ନାକୁ ଆସିଛି। ଏ ସମ୍ପର୍କରେ ଦିଲ୍ଲୀ ମହିଳା ଆୟୋଗ ଗତକାଲି କହିଛନ୍ତି। ଏହାସହ ଟ୍ୱିଟ୍ କରି କହିଛନ୍ତି, ଉକ୍ତ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।…

ଛିଃ ଲଜ୍ଜା! ସାମାନ୍ୟ ଶାରୀରିକ ସୁଖ ପାଇଁ ଜେଜେମା ବୟସର ବୃଦ୍ଧାଙ୍କୁ ବଳାତ୍କାର କଲା ପଡ଼ୋଶୀ

ଯୁବତୀ ଓ କୁନି ଝିଅଙ୍କ ପରେ ଏବେ ଦେହ ଲୋଭୀ ରାକ୍ଷସଙ୍କ ନଜର ବୃଦ୍ଧାଙ୍କ ଉପରେ। ଟିକେ ଦେହ ସୁଖ ପାଇଁ ଜେଜେମା ବୟସ ବୃଦ୍ଧାଙ୍କୁ ବି ଛାଡ଼ିଲାନି ପିଶାଚ। ବୟସର ଅପରାହ୍ନରେ ପହଞ୍ଚିଥିବା ଜେଜେମାର ଶରୀରକୁ ଖିନ୍‌ଭିନ୍‌ କରି ଖାଇଗଲା ପାଖପଡ଼ିଶା ଘରର ଯୁବକ। ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ…