Browsing Tag

older man

କଳିଯୁଗର ସତ୍ୟବାନଙ୍କ କାଣ୍ଡ : ସ୍ତ୍ରୀ ଉପରେ ସନ୍ଦେହ କରି ଶାଶୁ ଶ୍ୱଶୁରଙ୍କୁ ଛୁରୀ ଭୁଷିଲା ଜ୍ୱାଇଁ, ଥାନାରେ ଅଟକ

ବ୍ରହ୍ମପୁର (କେନ୍ୟୁଜ): ସାବିତ୍ରୀ ଅମାବାସ୍ୟାରେ ଅଘଟଣ । ଜ୍ବାଇଁର ଛୁରାମାଡରେ ଶାଶୁ ଓ ଶଶୁର ଗୁରୁତର । ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ କଳିଯୁଗର ଜଣେ ସତ୍ୟବାନଙ୍କ ଏପରି କାଣ୍ଡ ଖଲ୍ଲିକୋଟ ଥାନା ଭେଜିପୁଟ ଗାଁରେ…