Browsing Tag

ollywood star amlan

ବାପା ହେଲେ ଅଭିନେତା ଅମ୍ଳାନ, ପତ୍ନୀ ଜନ୍ମ ଦେଲେ କନ୍ୟା ରତ୍ନ

ଭୁବନେଶ୍ୱର : ଓଲିଉଡ୍‌ ହିରୋ ଅମ୍ଳାନ ବାପା ହୋଇଛନ୍ତି । ଗତ ୧୧ ତାରିଖ ଦିନ ତାଙ୍କ ପତ୍ନୀ ଭୂମି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ କନ୍ୟାକୁ ଜନ୍ମ ଦେଇଛନ୍ତି । ଏ ସମ୍ପର୍କରେ ତାଙ୍କ ପରିବାର ତରଫରୁ ସୂଚନା ଦିଆଯାଇଛି । ନାୟକ ଅମ୍ଳାନ ହେଉଛନ୍ତି ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ବଡ଼ ପୁଅ…