Browsing Tag

OLLYWOOD STARS OF BJP

ମଇଦାନରେ ନାହାନ୍ତି, କୁଆଡ଼େ ଗଲେ ରୂପେଲି ପରଦାର ଷ୍ଟାର୍‌ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅଚାନକ ଓଡ଼ିଶା ରାଜନୀତି ଆକାଶରେ ଓଲିଉଡ୍‌ ତାରକାଙ୍କର ଉଦୟ ହେଲା । କିଛି ଦିନ ବ୍ୟବଧାନରେ ପଦ୍ମ ଧରି ଗେରୁଆ ରଙ୍ଗରେ ନିଜକୁ ରଙ୍ଗେଇ ଦଳରେ ସାମିଲ ହୋଇଗଲେ । ଓଡ଼ିଶା ବିଜେପି ଓଲିଉଡ୍‌ ଷ୍ଟାର୍‌ମୟ ହୋଇଗଲା । ଲାଗୁଥିଲା ଏଥର ନିର୍ବାଚନ ପ୍ରଚାର ବେଳେ ଏଇ…