Browsing Tag

olympics 2020

କରୋନା ଭାଇରସ୍‌ ନିୟନ୍ତ୍ରଣ ନ ହେଲେ ବାତିଲ ହୋଇପାରେ ଅଲିମ୍ପିକ୍‌ ଗେମ୍ସ, ୧୨୪ ବର୍ଷର ଇତିହାସରେ ହେବ ଚତୁର୍ଥ ଥର

ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ଆୟୋଜନ ‘ଅଲିମ୍ପିକ୍‌’ ଉପରେ ଏବେ କରୋନା ଭାଇରସ୍‌ର ବିପଦ ମାଡ଼ିରହିଛି। ଟୋକିଓରେ ଆସନ୍ତା ୨୪ ଜୁଲାଇରୁ ୯ ଅଗଷ୍ଟ ପଯ୍ୟର୍ନ୍ତ ହେବାକୁ ଥିବା ଏହି ଗେମ୍ସ କରୋନା ଭାଇରସ୍‌ ଯୋଗୁ ରଦ୍ଦ ହୋଇପାରେ। ଇଣ୍ଟରନ୍ୟାଶନାଲ ଅଲିମ୍ପିକ୍‌ କମିଟି(ଆଇଓସି)ର ଜଣେ ବରିଷ୍ଠ ସଦସ୍ୟ…