Below header
Browsing Tag

omicron kit

ଓମିକ୍ରନ ଚିହ୍ନଟ ପାଇଁ ରାଜ୍ୟରେ ପହଁଞ୍ଚିଲା ୩୦ ହଜାର ଓମିସିୟୋର୍‌ କିଟ୍‌, ଠିକ୍‌ ଅଛି କି ନାହିଁ ଚାଲିଛି ଡ୍ରାଏ ରନ୍‌

ଭୁବନେଶ୍ୱର(କେନ୍ଯୁଜ୍): ଓମିକ୍ରନ ଚିହ୍ନଟ ପାଇଁ ରାଜ୍ୟରେ ପହଁଞ୍ଚିଲା ଓମିସିଓର କିଟ୍‌। ୩୦ ହଜାର ଓମିସିୟୋର୍‌ କିଟ୍‌ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ RMRCକୁ କିଟ୍‌ ପ୍ରଦାନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର, କଟକ , ରାଉରକେଲା ଓ ଭୁବନେଶ୍ୱରରେ ବ୍ୟବହାର କରାଯିବ…