Below header
Browsing Tag

omicron peak in india

ବିଶେଷଜ୍ଞଙ୍କ ଆକଳନ, ମାର୍ଚ୍ଚ ସୁଦ୍ଧା ଓମିକ୍ରନ୍ କମିବା ସମ୍ଭାବନା

ବିଶେଷଜ୍ଞ ଦେଲେ ଖୁସି ଖବର। ମାର୍ଚ୍ଚ ସୁଦ୍ଧା ଶେଷ ହେବ ଓମିକ୍ରନର ଭୟ। କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ବର୍ତ୍ତମାନ କରୋନାର ନୂଆ ଭାରିଏଣ୍ଟ ସ୍ଥିତି ଗମ୍ଭୀର ରହିଛି। ତେବେ ଏହା ଡେ଼ଲ୍ଟା ତୁଳନାରେ ବହୁତ ଅଧିକ ସଂକ୍ରମିତ କରୁଛି। ଓମିକ୍ରନର ବର୍ଦ୍ଧିତ ସଂକ୍ରମଣକୁ ଦେଖି…

ବିଶେଷଜ୍ଞଙ୍କ ମତ : ଫେବ୍ରୁଆରୀରେ ଭାରତରେ ହେବ କରୋନା ସ୍ଥିତି ସାଂଘାତିକ, ଦୈନିକ ସଂକ୍ରମଣ ୧୦ ଲକ୍ଷକୁ ଟପିଯିବ

ନୂଆଦିଲ୍ଲୀ : ଭାରତରେ ଦୈନିକ ସଂକ୍ରମଣ ଏବେ ଆଶ୍ଚର୍ଯ୍ୟଜନକ ସ୍ଥିତିରେ ପହଞ୍ଚିଛି । ଓମିକ୍ରନ ଢ଼େଉ (େଓ୍ଵବ) ଆରମ୍ଭ ହେବା ପରେ ଦୈନିକ ୪୦ ରୁ ୫୦ ପ୍ରତିଶତ ସଂକ୍ରମଣ ଏବେ ବଢ଼ି ଚାଲିଛି ।ଏହାକୁ ଦେଖି ଭାରତରେ କରୋନା କେବେ ପିକରେ ପହଞ୍ଚିବ ବିଶ୍ୱର ବିଭିନ୍ନ ବିଶେଷଜ୍ଞମାନେ ବିଭିନ୍ନ ମତ…