Browsing Tag

onion cutting tips

ଏହି ଟିପ୍ସ ଆପଣାଇ କାଟନ୍ତୁ ପିଆଜ, ଆଖିରୁ ବୋହିବନି ଲୁହ

ପିଆଜ ଖାଇବାକୁ ଯେତିକି ସ୍ଵାଦିଷ୍ଟ ଲାଗେ, ତାହାକୁ କାଟିବାକୁ ସେତିକି କଷ୍ଟ ହୁଏ। ପିଆଜ କାଟିବା ବେଳେ ଆଖିରୁ ପାଣି ବାହାରିଥାଏ। ପିଆଜରେ ଅନେକ ପରସ୍ତ ରହିଥାଏ। ଏଥିରେ ସାଇନ-ପ୍ରପେନଥିୟଲ- ଏସ-ଅକ୍ସାଇଡ଼ ନାମକ ରସାୟନ ରହିଯାଏ, ଯାହା ପିଆଜ କାଟିବା ବେଳେ ଆଖିର ଲେକ୍ରାଇମଲ ଗ୍ଲାଣ୍ଡକୁ…