ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଯୋଗାଣ ସଚିବଙ୍କ ଚିଠି,କଳାବଜାର ସହ ଦର ଉପରେ ନଜର…
କେନ୍ୟୁଜ୍(ବ୍ୟୁରୋ): ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ସଚିବ ଭି. ଭି. ଯାଦବ । ପିଆଜର କଳାବଜାର ସହ ଦର ଉପରେ ନଜର ରଖିବାକୁ କୁହାଯାଇଛି । ସେହିପରି ନିୟମିତ ହୋଲସେଲ୍ ଓ ରିଟେଲ୍ ବଜାର ଉପରେ ନିରୀକ୍ଷଣ କରିବା ପାଇଁ…