ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଯୋଗାଣ ସଚିବଙ୍କ ଚିଠି,କଳାବଜାର ସହ ଦର ଉପରେ ନଜର ରଖିବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ସଚିବ ଭି. ଭି. ଯାଦବ । ପିଆଜର କଳାବଜାର ସହ ଦର ଉପରେ ନଜର ରଖିବାକୁ କୁହାଯାଇଛି । ସେହିପରି ନିୟମିତ ହୋଲସେଲ୍‌ ଓ ରିଟେଲ୍‌ ବଜାର ଉପରେ ନିରୀକ୍ଷଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କହିଛନ୍ତି ଯୋଗାଣ ସଚିବ । ଉତ୍ପାଦନକାରୀ ରାଜ୍ୟରେ ପିଆଜ ଚାଷ କ୍ଷତିଗ୍ରସ୍ତ ଯୋଗୁ ଦେଶରେ ଦର ବଢ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.