Browsing Tag

online charidham darshan

କରୋନା ଯୋଗୁ ଚଳିତବର୍ଷ ଅନଲାଇନରେ ହେବ ଚାରିଧାମ ଦର୍ଶନ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

କରୋନା ସ୍ଥିତି ଯୋଗୁ ଏବେ ଘରୁ ବାହାରିବାକୁ ସରକାର ମନା କରିଛନ୍ତି। ଏଥିପାଇଁ ଲକଡାଉନର ଅବଧିକୁ ମଧ୍ୟ ମେ ୩ ଯାଏଁ ବଢ଼ାଇ ଦିଆଯାଇଛି। କରୋନା ସଂକ୍ରମଣର ଆଶଙ୍କାରେ ଗତ ମାର୍ଚ୍ଚ ଶେଷ ସପ୍ତାହରୁ ଦେଶର ସମସ୍ତ ବଡ଼ ବଡ଼ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଏହି କଟକଣା ଚାରି ଧାମ…