ମଟନ ଦେଇ ଭକୁଆ ବନେଇଲେ, ଅନଲାଇନ୍ ଆପ୍ ଲୁଟିନେଲା କୋଟି କୋଟି ଟଙ୍କା
ଚୌଦ୍ବାର: ଲୋକଙ୍କୁ ଚୁନା ଲଗାଇଲା ଅନଲାଇନ୍ କମ୍ପାନୀ । ମାୟାରେ ଫସି ଟଙ୍କା ହରାଇଲେ ଲୋକେ । ଗାଁ ଲୋକଙ୍କୁ ଡାକି ବୈଠକ କଲେ । ମଟନ ଖାଇବାକୁ ଦେଇ ଅନଲାଇନ୍ ଆପ୍ ରେ ଟଙ୍କା ବିନିଯୋଗ କରିବାକୁ କହିଲେ । ରାତାରାତି ଲକ୍ଷ ପତି ହେବାର ସ୍ବପ୍ନ ଦେଖାଇଲେ । କିନ୍ତୁ ଏବେ ଲୁହରେ ପରିଣତ ହୋଇଛି…