Below header
Browsing Tag

open in nightime

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଏଣିକି ରାତିରେ ବି ଖୋଲା ରହିବ ତାଜମହଲ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ରାତିରେ ବି ଖୋଲା ରହିବ ତାଜମହଲ । ଖୁବ ଶୀଘ୍ର ଏନେଇ ନିଷ୍ପତି ନେବେ କେନ୍ଦ୍ରସରକାର । ରାତି ସମୟରେ ତାଜ ମହଳର ସୌନ୍ଦର୍ଯ୍ୟର  ଉପଭୋଗ କରିପାରିବେ ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ…