Below header

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଏଣିକି ରାତିରେ ବି ଖୋଲା ରହିବ ତାଜମହଲ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ରାତିରେ ବି ଖୋଲା ରହିବ ତାଜମହଲ । ଖୁବ ଶୀଘ୍ର ଏନେଇ ନିଷ୍ପତି ନେବେ କେନ୍ଦ୍ରସରକାର । ରାତି ସମୟରେ ତାଜ ମହଳର ସୌନ୍ଦର୍ଯ୍ୟର  ଉପଭୋଗ କରିପାରିବେ ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ । ରାତ୍ରୀକାଳିନ ଜନଗହଳିକୁ ମୁକାବିଲା କରିବାକୁ ପର୍ଯ୍ୟଟନ ମନ୍ତ୍ରାଳୟ ଏହି ସ୍ମାରକୀ ଚତୁଃପାର୍ଶ୍ୱରେ ଉଜ୍ୱଳ ଆଲୋକର ବ୍ୟବସ୍ଥା ଓ ଆବଶ୍ୟକ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରିବାକୁ ଯୋଜନା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.