ବିମାନ ଏବଂ ଟ୍ରେନ ପରେ ଏବେ ତାଜମହଲକୁ ଉଡାଇବାକୁ ଧମକ, ଯାଞ୍ଚ ଆରମ୍ଭ
ତାଜମହଲକୁ ବୋମାରେ ଉଡାଇବାକୁ ଧମକ । ଧମକ ମିଳିବା ପରେ ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ତାଜମହଲକୁ ଉଡାଇବାକୁ ଇମେଲ ଜରିଆରେ ଧମକ ମିଳିଛି । ଏସିପି ତାଜ ସୁରକ୍ଷା ସୟଦ ଅରବୀ ଅହମଦ କହିଛନ୍ତି କି, ପର୍ଯ୍ୟଟନ ବିଭାଗକୁ ଇମେଲ ଆସିଛି । ସେହି ଆଧାରରେ ତାଜଗଂଜ ଥାନାରେ ମାମଲା…