Browsing Tag

osap jawan died by hanging

କୋରାପୁଟ : ଜଙ୍ଗଲରେ ଓଏସଏପି ଯବାନଙ୍କ ଆତ୍ମହତ୍ୟା

କୋରାପୁଟ (କେନ୍ୟୁଜ୍‌) : ଜଙ୍ଗଲ ଭିତରେ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଯବାନ୍‌ । କୋରାପୁଟ ସର୍କିଟ ହାଉସ ନିକଟ ଜଙ୍ଗଲରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯବାନ ହେଲେ ସୁନ୍ଦରଗଡର ଜିଲ୍ଲା ତଳସରା ଥାନା ଟାଙ୍ଗରା ଗାଁର ଦୀପକ ଡୁଙ୍ଗଡୁଙ୍ଗ । ସେ କୋରାପୁଟକୁ ବଦଳି ହୋଇ…