ଲସ୍ ଏଞ୍ଜେଲସ୍ ନିଆଁ, ‘ଓସ୍କାର ୨୦୨୫’ର ନାମାଙ୍କନ ଘୋଷଣା ପୁଣି ଘୁଞ୍ଚିଲା, ଲଞ୍ଚ୍ ବାତିଲ
ଲସ୍ ଏଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ଓସ୍କାର ନାମାଙ୍କନ ଘୋଷଣାରେ ପୁଣିଥରେ ବିଳମ୍ବ ହୋଇଛି । ଏହି ଭୟଙ୍କର ନିଆଁର ପ୍ରଭାବ ମନୋରଞ୍ଜନ ଶିଳ୍ପ ଉପରେ ପଡ଼ିଛି । ଏବେ ଓସ୍କାର ନାମାଙ୍କନ ଭୋଟିଂର ସମୟ ସୀମା ଆହୁରି ତିନି ଦିନ ବଢ଼ାଇ ଦିଆଯାଇଛି । ହଲିଉଡ୍ ଉପରେ ପଡ଼ିଥିବା ଗଭୀର ପ୍ରଭାବ…