Below header

ଓସ୍କାର ଆଓ୍ଵାର୍ଡ ୨୦୨୦: ଜୋକର ପାଇଁ ଜୋକିନ୍‌ ଫିନିକ୍ସ ବେଷ୍ଟ ଆକ୍ଟର, ପାରାସାଇଟ୍‌ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ

ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଓସ୍କାର ଆଓ୍ଵାର୍ଡ ୨୦୨୦ ପ୍ରଦାନ କରାଯାଉଛି । ଫିଲ୍ମ ଜୋକର ପାଇଁ ଜୋକିନ୍‌ ଫିନିକ୍ସ ବେଷ୍ଟ ଆକ୍ଟର ସମ୍ମାନରେ ସମ୍ମାନିତ ହେଉଛନ୍ତି । ସେହିପରି ବାୟୋପିକ୍‌ ଫିଲ୍ମ ଜୁଡି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି ରେନି ଜେଲେ୍ଵଗର । ପାରାସାଇଟ୍‌ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ହୋଇଛି ।

jockerଏହି କ୍ୟାଟାଗୋରୀରେ ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ଗଲି ବୟ ନୋମିନେଟ୍‌ ହୋଇଥିଲା । ଏହି ଆଓ୍ଵାର୍ଡ ଦେବା ପାଇଁ ପ୍ରସିଦ୍ଧ ଅଭିନେତ୍ରୀ ପେନୋଲୋନେ କ୍ରୁଜ୍‌ ପହଞ୍ଚିଥିଲେ । ସାଉଥ୍‌କୋରିଆର ପ୍ରଥମ ଫିଲ୍ମ ଭାବେ ପାରାସାଇଟ୍‌କୁ ଓସ୍କାର ମିଳିଛି । ସୋମ୍‌ ମେଣ୍ଡେସ୍‌ ନିର୍ଦ୍ଦେଶିତ ଫିଲ୍ମ 1917କୁ ବର୍ତ୍ତମାନ ସୁଦ୍ଧା ତିନିଟି ପୁରସ୍କାର ମିଳିଛି । ବେଷ୍ଟ ସିନେମାଟୋଗ୍ରାଫି, ବେଷ୍ଟ ଭିଜୁଆଲ ଇଫେକ୍ଟ ଓ ବେଷ୍ଟ ସାଉଣ୍ଡ ମିକ୍ସିଂ ପାଇଁ ଓସ୍କାର ପ୍ରଦାନ କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.