୨୦ ଜାନୁଆରୀ ୨୦୨୬ ରେ ଅନୁଷ୍ଠିତ ହେବ OSSTET ୨୦୨୫ ; ଯାଞ୍ଚ କରନ୍ତୁ ବିବରଣୀ
କେନ୍ୟୁଜ (ବ୍ୟୁରୋ) : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) 2025 ଜାନୁଆରୀ 20, 2026 ରେ ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଆଜି ଏକ ବିଜ୍ଞପ୍ତିରେ ସୂଚନା ଦେଇଛି । ବିଜ୍ଞପ୍ତି ଅନୁଯାୟୀ, OSSTET 2025 ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । …