Below header
Browsing Tag

otp

ଆଇଏସଆଇ ଏଜେଣ୍ଟଙ୍କୁ OTP ସେୟାର ସେୟାର କରି ୩ ଓଡ଼ିଆ ଗିରଫ, ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କଲା STF

ISI ଏଜେଣ୍ଟକୁ OTP ସେୟାର ସେୟାର କରି ୩ ଓଡ଼ିଆ ଗିରଫ ଘଟଣାରେ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କଲା STF । ୫ ଦିନିଆ ରିମାଣ୍ଡ ଆବେଦନ କଲା କ୍ରାଇମବ୍ରାଞ୍ଚ STF। ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଜାଣିବା ପାଇଁ ବ୍ୟାଙ୍କ୍‌କୁ ଚିଠି ଲେଖିବ କ୍ରାଇମବ୍ରାଞ୍ଚ STF । ବ୍ୟାଙ୍କ ଆକାଉଣ୍ଟ…

ATM ଟଙ୍କା ଉଠାଣ ଉପରେ SBI ଆଣିଲା ନୂଆ ନିୟମ, OTP ସାହାଯ୍ୟରେ ବାହାରିବ ପଇସା; ଜାଣନ୍ତୁ କେମିତି କାମ କରିବ ସିଷ୍ଟମ୍‌

ଏଟିଏମ୍‌ କାର୍ଡ ସହ ଠକେଇ ମାମଲା ଲଗାତାର ଭାବେ ବଢ଼ି ଚାଲିଛି। ଏହାକୁ ନଜରରେ ରଖି ନିଜ ଗ୍ରାହକମାନଙ୍କୁ ଏଥିରୁ ସୁରକ୍ଷିତ ରଖିବା ତଥା ସେମାନଙ୍କ ଧନରାଶିକୁ ସୁରକ୍ଷା ଦେବା ନିମନ୍ତେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି। ଏଣିକି ଏଟିଏମ୍‌ରୁ ପଇସା ବାହାର…

ବିନା OTP ରେ ମିଳିବନି LPG ସିଲିଣ୍ଡର, ନଭେମ୍ବର ପହିଲାରୁ ବଦଳିଯିବ ହୋମ ଡେଲିଭରୀ ସିଷ୍ଟମ

ଏଣିକି ଘରୋଇ ଗ୍ୟାସ ସିଲିଣ୍ଡର ହୋମ ଡେଲିଭରୀ ପ୍ରକ୍ରିୟା ପୂର୍ବ ଭଳି ରହିବ ନାହିଁ। ଏଲପିଜି ସିଲିଣ୍ଡର ଆଗାମୀ ଦିନରେ ବିନା ଓଟିପିରେ ଆଉ ମିଳିବ ନାହିଁ। ଅର୍ଥାତ ନଭେମ୍ବର ୧ରୁ ଡେଲିଭରୀ ସିଷ୍ଟମ ବଦଳିବ। ଆଗାମୀ ଦିନରେ ଓଟିପି ନ ଥିଲେ ମିଳିବ ନାହିଁ ଏଲପିଜି ସିଲିଣ୍ଡର। ଚୋରି ରୋକିବା ଓ…