Below header
Browsing Tag

OTV MD

ଭୁବନେଶ୍ୱର ଇନଫୋସିଟି ନାବାଳିକା ଦୁଷ୍କର୍ମ ଘଟଣା, ଓଟିଭି ଏମଡିଙ୍କ ଆବେଦନକୁ ଖାରଜ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା…

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଦୁଷ୍କର୍ମ ଘଟଣାରେ ଓଟିଭି ଏମଡିଙ୍କ ଆବେଦନକୁ ଖାରଜ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । କୋର୍ଟରେ ମାମଲା ଥିବାରୁ ଶୁଣାଣି ନ କରିବାକୁ ଆବେଦନ କରିଥିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଆସନ୍ତା ୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।…

ତଦନ୍ତରେ ସହଯୋଗ କରୁନାହାନ୍ତି ଜଗି ମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇ, ଷ୍ଟୁଡିଓ ଗେଟ୍‌ ଆଗରେ ନୋଟିସ ମାରିଲା ପୋଲିସ୍

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅରେ OTV ସଂସ୍ଥା ଜମି ହଡ଼ପ ଅଭିଯୋଗ ମାମଲାରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ। ଆରମ୍ଭ ହୋଇଛି OTV ଷ୍ଟୁଡିଓର ପାଚେରୀ ଭଙ୍ଗା କାର୍ଯ୍ୟ । ପୋଖରୀ ଓ ଚାଷଜମିକୁ ବାଟ ନ ଛାଡିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା କମିସନରେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି ହାଜର

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିସନରେ ହାଜର ହେଲା ଓଟିଭି। ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି ମହିଳା କମିସନ ଅଧ୍ୟକ୍ଷାଙ୍କ ନିକଟରେ ହାଜର ହୋଇଛନ୍ତି। ଏହା ସହ ଜଗି ପଣ୍ଡାଙ୍କ ଓକିଲ ଓ ପିଆରଓ ମଧ୍ୟ ହାଜର ହୋଇଛନ୍ତି। ପୂର୍ବରୁ ସେପ୍ଟେମ୍ବର…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା, ପୁଣିଥରେ ଓଟିଭି ଏମଡିଙ୍କୁ ହାଜର ପାଇଁ ସମନ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା। ପୁଣିଥରେ ଓଟିଭି ଏମଡିଙ୍କୁ ହାଜର ପାଇଁ ସମନ ହୋଇଛି । ଭୁବନେଶ୍ୱର ଡିସିପିଙ୍କ ମାଧ୍ୟମରେ ଏହି ସମନ କରାଯାଇଛି । ଆସନ୍ତା ଅକ୍ଟୋବର ୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ରାଜ୍ୟ ମହିଳା କମିଶନଙ୍କ ପାଖରେ ହାଜର…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି

ଭୁବନେଶ୍ବର: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି। ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଦିନ ୧୧ଟାରେ ବ୍ୟକ୍ତିଗତ ହାଜର ପାଇଁ ନୋଟିସ ହୋଇଥିଲା। ପୀଡ଼ିତାଙ୍କ ମାଆ ଏବଂ ଓଟିଭି ଏମଡିଙ୍କ ମଧ୍ୟରେ ଫୋନରେ ହୋଇଥିବା ବାର୍ତ୍ତାଲାପ ଉପରେ ପଚରାଉଚରା କରାଯାଉଛି।…