Below header

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି

ଭୁବନେଶ୍ବର: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି। ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଦିନ ୧୧ଟାରେ ବ୍ୟକ୍ତିଗତ ହାଜର ପାଇଁ ନୋଟିସ ହୋଇଥିଲା। ପୀଡ଼ିତାଙ୍କ ମାଆ ଏବଂ ଓଟିଭି ଏମଡିଙ୍କ ମଧ୍ୟରେ ଫୋନରେ ହୋଇଥିବା ବାର୍ତ୍ତାଲାପ ଉପରେ ପଚରାଉଚରା କରାଯାଉଛି।

ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗରେ କେତେ ସତ୍ୟତା ଅଛି ? ଏଭଳି ଏକ ସମ୍ବେଦନଶୀଳ ଘଟଣା ଜାଣିବା ପରେ କାହିଁକି ତୁରନ୍ତ ପୋଲିସକୁ ଜଣାଇଲେ ନାହିଁ ? ପୀଡ଼ିତାଙ୍କ ମାଆଙ୍କୁ ପ୍ରତିଶ୍ରୁତି ଦେବା ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ଏସବୁ ବାବଦରେ ପଚରାଉଚରା କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.