Browsing Tag

jagi mangat panda

ସାରୁଆ ଜମି ବିବାଦ ମାମଲା: ହାଇକୋର୍ଟରେ ଦାୟର ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କଲେ ପଣ୍ଡା ଦମ୍ପତି

କଟକ: ସାରୁଆ ଜମି ବିବାଦ ମାମଲାରେ ହାଇକୋର୍ଟରେ ଦାୟର ଆଗୁଆ ଜାମିନ ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା । ଜଷ୍ଟିସ ଦେବବ୍ରତ ଦାଶଙ୍କ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆବେଦନ ପ୍ରତ୍ୟାହାର ପାଇଁ ପ୍ରାର୍ଥନା କରାଯାଇଥିଲା । ସାରୁଆ ଜମି…

ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗ: ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି

କଟକ: ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି । ବାଘମାରୀ ଥାନାର ସାରୁଅ ଓ ଲୋକନାଥପୁର ଗାଁର ଲୋକମାନଙ୍କ ପକ୍ଷରୁ ଆଗତ ମାମଲାର କ୍ୱାସ ପାଇଁ ଏହି ଆବେଦନ କରାଯାଇଛି । ସେହିଭଳି EOWରେ ରୁଜୁ ମକଦ୍ଦମାକୁ ଚାଲେଞ୍ଜ କରି…

ସପ୍ତାହେ ଯାଏ ଓଡ଼ିଶା ଇନଫ୍ରାଟେକ୍‌ ପ୍ରମୋଟର ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ଆଶ୍ୱସ୍ତି, ନଭେମ୍ବର ୧୨ ଯାଏ…

କେନ୍ୟୁଜ୍(ବ୍ୟୁରୋ):  ସପ୍ତାହେ ଯାଏ ଓଡ଼ିଶା ଇନଫ୍ରାଟେକ୍‌ ପ୍ରମୋଟର ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ଆଶ୍ୱସ୍ତି । ନଭେମ୍ବର ୧୨ ଯାଏ ସେମାନେ ଗିରଫ ହେବେନି । ସାରୁଅ ଜମିଦୁର୍ନୀତି ମାମଲାରେ ହାଇକୋର୍ଟ ଦେଇଛନ୍ତି ଅନ୍ତରୀଣ ନିର୍ଦ୍ଦେଶ ।  ଗିରଫ ଆଶଙ୍କାରେ ସେମାନେ ହାଇକୋର୍ଟ…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ନିକଟରେ ପକ୍ଷ ରଖିଲେ ଓଟିଭି ଏମଡି ଜଗି ପଣ୍ଡା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପକ୍ଷ ରଖିଲେ ଓଟିଭି ଏମଡି ଜଗି ପଣ୍ଡା। ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ନିକଟରେ ପକ୍ଷ ରଖିଛନ୍ତି। ନିଜର ପ୍ରତିନିଧିଙ୍କ ଜରିଆରେ ଲିଖିତ ଭାବେ ପକ୍ଷ ରଖିଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ…

କଳାଧନ ବଳୟରେ ବୈଜୟନ୍ତ ଓ ଜଗି: ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା, କହିଲେ ବାହାମାସ୍‌ରେ କଳାଧନକୁ କରାଯାଇଛି ଧଳା

ଭୁବନେଶ୍ବର : ବାହାମାସ-ବ୍ଲାକମନି- ଲଣ୍ଡରିଂ। କଳାଧନ ବଳୟରେ ବୈଜୟନ୍ତ ଓ ଜଗି। ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ସାମ୍ନାକୁ ଆସିଥିବା ତଥ୍ୟରୁ ଜଣାପଡ଼ୁଛି କଳାଧନ ଭାରତରେ ସୃଷ୍ଟି ହୋଇଛି। ଓଡ଼ିଶା ଭିତରେ ବି ହୋଇଥାଇପାରେ। ମନି ଲଣ୍ଡରିଂ ମାଧ୍ୟମରେ କଳାଧନ ଭାରତ ଭିତରକୁ ଅଣାଯାଇଛି।…

ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡରି ଅଭିଯୋଗ ଆଣିଲା ‘ପାଥ୍‌’

ଭୁବନେଶ୍ବର: ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ବିରୋଧରେ ଆସିଲା ମନି ଲଣ୍ଡରିଂ ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲା ସାମାଜିକ ସଂଗଠନ ପାଥ୍‌ । କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ମାମଲାର ତଦନ୍ତରେ କାହିଁକି ଅଗ୍ରଗତି ହେଉନାହିଁ ବୋଲି ପ୍ରଶ୍ନ ଉଠାଇଛି ସଂଗଠନ । ବାହାମାସ୍‌ରେ ଜାଲ୍‌…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା କମିସନରେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି ହାଜର

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିସନରେ ହାଜର ହେଲା ଓଟିଭି। ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି ମହିଳା କମିସନ ଅଧ୍ୟକ୍ଷାଙ୍କ ନିକଟରେ ହାଜର ହୋଇଛନ୍ତି। ଏହା ସହ ଜଗି ପଣ୍ଡାଙ୍କ ଓକିଲ ଓ ପିଆରଓ ମଧ୍ୟ ହାଜର ହୋଇଛନ୍ତି। ପୂର୍ବରୁ ସେପ୍ଟେମ୍ବର…

ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ବାଘମାରୀ ଥାନାରେ ଏତଲା

ଭୁବନେଶ୍ବର: ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ବାଘମାରୀ ଥାନାରେ ଏତଲା । ଜଗି ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ନାଁରେ ଏତଲା ହୋଇଛି । ଆଇପିସିର ଧାରା ୪୪୭, ୫୦୬, ୩୪ରେ ମାମଲା ରୁଜୁ କରିଛି ପୋଲିସ । ଏହା ସହ sc/st ପ୍ରିଭେନ୍‌ସନ୍‌ ଅଫ୍‌ ଆଟ୍ରୋସିଟିଜ୍‌ ଆକ୍ଟରେ ମାମଲା ରୁଜୁ…

ଆଜି ପୁଣି ମହିଳା କମିଶନଙ୍କ ପାଖରେ ହାଜର ହେବେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା

ଭୁବନେଶ୍ବର: ଆଜି ପୁଣି ମହିଳା କମିଶନଙ୍କ ପାଖରେ ହାଜର ହେବେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ଓଟିଭି ଏମ୍‌ଡିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ମହିଳା କମିଶନ ନୋଟିସ୍‌ ଜାରି କରିଛନ୍ତି । ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ତାଙ୍କୁ ହାଜର ପାଇଁ ସମନ କରିଛି ରାଜ୍ୟ…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା, ପୁଣିଥରେ ଓଟିଭି ଏମଡିଙ୍କୁ ହାଜର ପାଇଁ ସମନ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା। ପୁଣିଥରେ ଓଟିଭି ଏମଡିଙ୍କୁ ହାଜର ପାଇଁ ସମନ ହୋଇଛି । ଭୁବନେଶ୍ୱର ଡିସିପିଙ୍କ ମାଧ୍ୟମରେ ଏହି ସମନ କରାଯାଇଛି । ଆସନ୍ତା ଅକ୍ଟୋବର ୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ରାଜ୍ୟ ମହିଳା କମିଶନଙ୍କ ପାଖରେ ହାଜର…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି

ଭୁବନେଶ୍ବର: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି। ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଦିନ ୧୧ଟାରେ ବ୍ୟକ୍ତିଗତ ହାଜର ପାଇଁ ନୋଟିସ ହୋଇଥିଲା। ପୀଡ଼ିତାଙ୍କ ମାଆ ଏବଂ ଓଟିଭି ଏମଡିଙ୍କ ମଧ୍ୟରେ ଫୋନରେ ହୋଇଥିବା ବାର୍ତ୍ତାଲାପ ଉପରେ ପଚରାଉଚରା କରାଯାଉଛି।…