ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଯୁବପିଢିଙ୍କୁ ଦେଉଛି ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ଆପଣ ବ୍ୟାଙ୍କ ଚାକିରି ଖୋଜୁଛନ୍ତି କି ?  ଅନଲାଇନ ପଂଜୀକରଣ କରିବାର ଅନ୍ତିମ ତାରିଖ ୨୯ ସେପ୍ଟେମ୍ବର ରହିଛି।

ପଦବୀ ବିବରଣୀ:

ସ୍ପେଶାଲିଷ୍ଟ ଅଫିସର(SO) : ୫୩୫

ବୟସ ସୀମା: ଆବେଦନ କରିବା ପାଇଁ ସର୍ବନମ୍ନ ବୟସ ସୀମା ୨୫ ବର୍ଷ ଏବଂ ଅଧିକତମ ବୟସ ୩୫ରୁ ୩୭ ବର୍ଷ ରହିଛି।

ଶିକ୍ଷାଗତ ଯୋଗ୍ୟତା: ଆବେଦକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ନୋଟିଫିକେସନକୁ ଭଲଭାବେ ପଢିଦିଅନ୍ତୁ।

job-railway

ଆବେଦନ ପ୍ରକ୍ରିୟା: ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଧିକାରକ େଓ୍ଵବସାଇଟ୍‌ https://www.pnbindia.in/ କୁ ଯାଇ ନୋଟିଫିକେସନ ଡାଉନଲୋଡ କରି ପଢନ୍ତୁ। ନୋଟିଫିକେସନରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସେପ୍ଟେମ୍ବର ୨୯ ତାରିଖ ଭିତରେ ଆବେଦନ କରିପାରିବେ। ଧ୍ୟାନ ରଖନ୍ତୁ ଆବେଦନପତ୍ରରେ କୌଣସି ପ୍ରକାର ତ୍ରୁଟି ଗ୍ରହଣ କରାଯିବ ନାହିଁ।

ଚୟନ ପ୍ରକ୍ରିୟା: ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ ଏବଂ ସାକ୍ଷାତକାର ଆଧାରରେ ହେବ।

ଅଧିକାରକ େଓ୍ଵବସାଇଟ ପାଇଁ ଏଠାରେ https://www.pnbindia.in/Home.aspx କ୍ଲିକ କରନ୍ତୁ।

ଅଫିସିଆଲ ନୋଟିଫିକେସନ ପାଇଁ ଏଠାରେhttps://drive.google.com/file/d/1xquF-GG3Tcl-tWnVIqowbKNrecNZUA19/view କ୍ଲିକ କରନ୍ତୁ।

ଅନଲାଇନ ଆବେଦନ କରିବା ପାଇଁ https://ibpsonline.ibps.in/pnbsplomay20/ ଏଠାରେ କ୍ଲିକ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.